ଔ-କାର ବନା

କ୍   +  ଔ  କୌ  ଖ୍   +  ଔ  ଖୌ 

ଗୌ

ଘୌ

ଚୌ

ଛୌ

ଜୌ

ଝୌ

ଟୌ

ଠୌ

ଡୌ

ଢୌ

ଣୌ

ତୌ

ଥୌ

ଦୌ

ଧୌ

ନୌ

ପୌ

ଫୌ

ବୌ

ଭୌ

ମୌ

ଯୌ

ରୌ

ଳୌ

ଶୌ

ଷୌ

ସୌ

ହୌ


ପୌଷ ସୌଧ ଗୌର ସୌରି ଲୌହ
ଶୌଚ ଧୌତ ସୌର ଗୌରୀ ନୌକା
ଗୌରବ ଯୌବନ କୌଶଳ କୌରବ କୌତୁକ
ସୌରଭ ପୌରୁଷ କୌପୀନ ପୌରବ ଯୌତୁକ

ତୌଲ କର । ନୌକା ଧର । ଲୌହ ଗୋଟିଏ ଧାତୁ ।

ସେଥିରୁ ଛୁରୀ, କଟୁରୀ, ଦାଆ, କୋଡ଼ି ଆଦି ତିଆରି ହୋଇଅଛି ।

ନଅ ଗୌଣୀ ଧାନରୁ ଚାରି ଗୌଣୀ ଚାଉଳ ବାହାରିଲା ।

ଗୌରୀ ବାପଘରୁ ଅନେକ ଯୌତୁକ ଆଣିଅଛି ।


ପୌଷ ମାସରେ ବଡ଼ ଶୀତ ।
ସକାଳ ବୁଲା ବଡ଼ ହିତ ।

କୌତୁକିଆ ହରିଣ ଛୁଆ,
ମାଆ ପାଖରେ ହୋଇଛି ଠିଆ ।