ହ୍ରସ୍ବ ଉ-କାର ବନା

କ୍   +  ଉ  କୁ  ଖ୍   +  ଉ  ଖୁ 
ଗୁ ଘୁ ଚୁ ଛୁ ଜୁ ଝୁ ଟୁ ଠୁ ଡୁ ଢୁ ଣୁ ତୁ ଥୁ ଦୁ
ଧୁ ନୁ ପୁ ଫୁ ବୁ ଭୁ ମୁ ଯୁ ରୁ ଳୁ ଶୁ ଷୁ ସୁ ହୁ

ମୁଖ ମୁନି ବିଧୁ ଶୁଚି କୁଶ କୁସୁମ ସୁଶୀଳ କୁଳୀନ
ସୁଖ ରଘୁ ଶିଶୁ ରୁଚି ଋତୁ ପୁରୁଷ ମୁକୁଳ ହୁତାସନ
ତରୁ ଯଦୁ ବାୟୁ ଋଜୁ ବାହୁ ମୁରଲୀ ବକୁଳ ପୁଲକିତ
ସରୁ ମଧୁ ଆୟୁ ଶୁଭ ଶୁଣ ଯୁବକ କୁଶଳ ଶୁଭଦିନ
ପୁର ଲଘୁ ପଶୁ ଭୀରୁ କୁଳ ଚତୁର କୁକୁର ସମୁଦାୟ
ସୁର ସାଧୁ ସୁଧା ଚାରୁ ବହୁ ମଧୁର ଚାତୁରୀ ନିରୁପାୟ
ତନୁ ସୁନା ଧନୁ ତୁଷ ଗୁଣ ଅସୁର ମାଧୁରୀ ମହୁମାଛି

ଦୀପ ଲଗାଇ ଦିଅ, ଦୁଇ ପଲ ଗାଈ ନିଅ ।
ବଉଳ ଫୁଲର ବାସ, ଚହଟଇ ଚଉପାଶ ।


ଟଗର ଫୁଲ ଧଳା ।

ନଈ ପାଣୀ ନଈକି ଯାଆ,
ଆମ ସିଲଟ ଶୁଖି ଯାଆ ।
ବିଲୁଆ ବଡ଼ ଚତୁର ।
ପଇଡ଼ ବଡ଼ ମଧୁର ।