ଚନ୍ଦ୍ରବିନ୍ଦୁ (ଁ) ଯୋଗ


ଉ ଁ  ଉଁ

ଗା ଁ  ଗାଁ

କ ଁ  କଁ

ବା ଁ  ବାଁ


ପାଉଁଶ ଚଅଁର କାହିଁ କଅଁଳା
ଭଉଁରୀ ଚଉଁରୀ ନାହିଁ ଯାଆଁଳା
ଅଁଳା ଫଳ କଷା ଲାଗେ ।
ପାଉଁଶ ତଳେ ନିଆଁ ଅଛି।
ଲବ କୁଶ ଦୁହେଁ ଯାଆଁଳା ଭାଇ
ସାନ ବଡ ବାରି ହୁଅଇ ନାହିଁ ।
ଚକା ଚକା ଭଉଁରୀ
ମାମୁଁ ଘର ଚଉଁରୀ ।