ହଲନ୍ତ୍ (୍) ଯୋଗ |
କ + ୍ = କ୍ |
ଖ + ୍ = ଖ୍ |
ଗ + ୍ = ଗ୍ |
ଘ + ୍ = ଘ୍ |
କ୍ |
ଖ୍ |
ଗ୍ |
ଘ୍ |
ଚ୍ |
ଛ୍ |
ଜ୍ |
ଝ୍ |
ସତ୍ | ଚିତ୍ | ଅସତ୍ | ଈଶତ୍ | ଜଗତ୍ | ଶରତ୍ |
ହଠାତ୍ | ଅଚିରାତ୍ | ଜକ୍ ଜକ୍ | ଧକ୍ ଧକ୍ | ଚିତ୍କାର | ଫୁତ୍କାର |
ଝୁଲ୍ ରେ ହାତୀ ଝୁଲ୍ ବା ପାଣି ଖାଇ ଝୁଲ୍ । ବା ପାଣି ଖାଇ ଫୁଲ୍ । |