ଯୁକ୍ତାକ୍ଷର-୨

ନ୍ + = ନ୍ତ ଦାନ୍ତ, ଚିନ୍ତା, ସନ୍ତୋଷ, ଶାନ୍ତ
ନ୍ + = ନ୍ଥ ନ୍ଥା, ମନ୍ଥନ, ରୋମନ୍ଥ
ନ୍ + = ନ୍ଦ ଆନନ୍ଦ, ମନ୍ଦିର, ସିନ୍ଦୂର, ସନ୍ଦେ
ନ୍ + = ନ୍ଧ ନ୍ଧ, ସନ୍ଧି, ସନ୍ଧ୍ୟା, ବନ୍ଧ, ବନ୍ଧ

ମ୍ + = ମ୍ପ ମ୍ପଦ, ସମ୍ପନ୍ନ, ସମ୍ପାଦନ, କମ୍ପି
ମ୍ + = ମ୍ଫ ମ୍ଫ , ଗୁମ୍ଫା , ବାମ୍ଫୀ
ମ୍ + = ମ୍ବ ମ୍ବଳ , ସମ୍ବାଦ, ସମ୍ବୋଧନ, କମ୍ବୁ, ଅମ୍ବୁ
ମ୍ + = ମ୍ଭ ମ୍ଭା, ଗମ୍ଭୀର, ସମ୍ଭୋଗ, କୁମ୍ଭୀ

କ୍

+

=

କ୍କ ଚିକ୍କଣ, ଧିକ୍କାର, କୁକ୍କୁ
କ୍ + = କ୍ତ କ୍ତ, ଶକ୍ତି, ତିକ୍ତ, ବିଭକ୍ତ
କ୍ + = କ୍ଷ କ୍ଷ, ଲକ୍ଷ, ଲକ୍ଷଣ, ରକ୍ଷା, ଦକ୍ଷିଣ, ପରୀକ୍ଷା, କ୍ଷେତ୍ର
ଗ୍ + = ଗ୍ଦ ବାଗ୍ଦେବୀ, ବାଗ୍ଦା
ଗ୍ + = ଗ୍ଧ ଦୁଗ୍ଧ, ମୁଗ୍ଧ, ସ୍ନିଗ୍ଧ

ଚ୍ + = ଚ୍ଚ ଚ୍ଚ, ଉଚ୍ଚାରଣ, ଉଚ୍ଚୈଃ
ଚ୍ + = ଚ୍ଛ ଗୁଚ୍ଛ, ତୁଚ୍ଛ, ଆଚ୍ଛାଦ, ବିଚ୍ଛେଦ, ସ୍ବଚ୍ଛ, କଚ୍ଛ
ଚ୍ + = ଚ୍ଞ ଯାଚ୍ଞା
ଜ୍ + = ଜ୍ଜ ଜ୍ଜଳ, ମଜ୍ଜନ, ସଜ୍ଜନ, ଲଜ୍ଜା, ସଜ୍ଜା, ଲଜ୍ଜି
ଜ୍ + = ଜ୍ଝ କୁଜ୍ଝଟିକା, କୁଜ୍ଝଟୀ
ଜ୍ + = ଜ୍ଞ ବିଜ୍ଞ, ଆଜ୍ଞା, ଯଜ୍ଞ, ଜ୍ଞା