ଅ-କାର ବନା |
ଅଖ | ଆଇ | ଈଶ | ଊନ | ଏକ |
ରଖ | ଉଇ | ଆସ | ଋଣ | ଓଟ |
କର | ଚକ | ଠକ | ଦଶ | ରସ |
ଘର | ଛକ | ନଖ | ଯଶ | ଚଷ |
ଖଟ | ଜଳ | ଡର | ଧନ | ସର |
ଘଟ | ଫଳ | ଥର | ମନ | ଧର |
ଗଛ | ବଡ଼ | ଢମ | ଭୟ | ତଟ |
ପଛ | ଝଡ଼ | ଯମ | ଲୟ | ହଟ |
ଅଳସ | ଦଶମ | ସହଜ | ଶୟନ |
କଳସ | ଶକଟ | ସରଳ | ସମୟ |
ଆସନ | ରଜକ | ସଳଖ | ସରସ |
ବସନ | ରଜତ | ସକଳ | ଔରସ |
ଓଜନ | ଚରଣ | ବୟସ | ଔଷଧ |
ଭଜନ | ଶରଣ | ପଣସ | ଆଳୟ |
ଭଜ ମନ । ଧନ ଜନ । ରଥ ଗଢ଼ ।
ଓଟ ଚଢ଼ । ଘର ପଛ ।
ବରଗଛ। ହଳ ଧର ।
ହଳ କର ।
କଟକ ନଗର । ଧବଳ ଟଗର । ଜଳ ବରଷଇ । ରଇତ ଚଷଇ । |