ଓ-କାର ବନା

କ୍   +  ଓ  କୋ  ଖ୍   +  ଓ  ଖୋ 

ଗୋ

ଘୋ

ଚୋ

ଛୋ

ଜୋ

ଝୋ

ଟୋ

ଠୋ

ଡୋ

ଢୋ

ଣୋ

ତୋ

ଥୋ

ଦୋ

ଧୋ

ନୋ

ପୋ

ଫୋ

ବୋ

ଭୋ

ମୋ

ଯୋ

ରୋ

ଳୋ

ଶୋ

ଷୋ

ସୋ

ହୋ


ଲୋକ ରୋଗ ଦୋଷ ଯୋଗ ସୋମ
ଶୋକ ଭୋଗ ରୋଷ ଘୋର ହୋମ
ଲୋଚନ କପୋତ ଗୋକୁଳ ଯୋଜକ ଭୋଜନ
ମୋଚନ କପୋଳ ଗୋଧୂମ ମୋଦକ ରୋଦନ

ସହୋଦର ପୁରୋହିତ ପରିଶୋଧ ପରିତୋଷ

ଭୋଜନ କର । ରୋଦନ ନକର । ଢୋଲ ବାଜଇ । ରାମ ମା କୋଳରେ ବସି ଝୁଲୁଅଛି ।

ରୋଷ ଛାଡ଼ । ମନକୁ ତୋଷ କର । ଗୋଲାପ ଫୁଲ ନିଅ ।

ଗୋପାଳ ସୁବୋଧ ବାଳକ ଅଟେ । ସେ ମନଯୋଗ ଦେଇ ପାଠ ପଢ଼େ ।


ଗୋରୁ ଖାଉଅଛି କୋମଳ ଘାସ ।
ଗୋପୀ ଜେନା ଚାଷୀ କରୁଛି ଚାଷ ।


ମଧୁର ବିନୟ ବଚନ
କହି ତୋଷିବ ଜନମନ ।