ଋ-କାର ବନା

କ୍   +  ଋ  କୃ  ଖ୍   +  ଋ  ଖୃ 

ଗୃ ଘୃ ଚୃ ଛୃ ଜୃ ଝୃ ଟୃ ଠୃ ଡୃ ଢୃ ତୃ ଥୃ ଦୃ
ଧୃ ନୃ ପୃ ଫୃ ବୃ ଭୃ ମୃ ଯୃ ଶୃ ଷୃ ସୃ ହୃ  

କୃଶ ମୃଗ ଗୃହ ତୃଷା କୃଷି
ବୃଷ ତୃଣ ଘୃତ ବୃଥା କୃମି
ନୃପତି ପୃଥିବୀ ମୃଣାଳ କୃଷକ ଶୃଗାଳ
ଈଦୃଶ କୀଦୃଶ ସଦୃଶ ଯାଦୃଶ ତାଦୃଶ

ଧଳା ବୃଷ ବୁଲୁଅଛି । କଳା ଗାଈ ଜଳ ପିଉଅଛି । ଗାଈକୁ ତୃଣ ଦିଅ ।

କୃଷିକାରୀ ହିତ କରେ ପୃଥିବୀର ।
କୃଷି କରି ପାଳେ ମାନବ ଶରୀର ।
ମୃଗ ତୃଣ ଖାଇ ବୁଲଇ ବନ ।
ବାଘ ବିନାଶଇ ତାର ଜୀବନ ।