ରେଫ୍ ଯୋଗ

କ   +  ରେଫ୍  ର୍କ  ଖ   +  ରେଫ୍  ର୍ଖ 

ର୍ଗ

ର୍ଘ

ର୍ଚ

ର୍ଛ

ର୍ଜ

ର୍ଝ

ର୍ଟ

ର୍ଡ

ର୍ଢ

ର୍ଣ

ର୍ତ

ର୍ଥ

ର୍ଦ

ର୍ଧ

ର୍ପ

ର୍ଫ

ର୍ବ

ର୍ଭ

ର୍ମ

ର୍ଶ

ର୍ଷ

ର୍ସ

ର୍ହ

 


ସର୍ବ ମୂର୍ଖ ଦୀର୍ଘ କର୍ଣ୍ଣ ଅର୍ଥ
ଗର୍ବ ତର୍କ ଅର୍ଘ ବର୍ଣ୍ଣ ବ୍ୟର୍ଥ
ଦର୍ପ କର୍ମ ବର୍ମ ଅର୍ହ ହର୍ଷ
ସର୍ପ ଧର୍ମ ଘର୍ମ ବର୍ହ ବର୍ଷ
କର୍କଶ ବିସର୍ଗ ଦୁର୍ଜନ ନିର୍ଝର ନିର୍ଭୟ
ଶର୍କରା ଦୁର୍ଗତି ବର୍ଜନ ନିର୍ବୋଧ ସମର୍ଥ
ବାର୍ଷିକ ଦୁର୍ବଳ ନିର୍ଧନ ଆଦର୍ଶ ବିମର୍ଷ
କର୍ପୂର ଦୁର୍ନାମ ନିର୍ଦୋଷ ନିର୍ମାଣ ପରାମର୍ଶ

ନିର୍ଦ୍ଦୟ, କର୍କଶ କଥା ମୁଖେ ନକହିବ ।
ମଧୁର ବଚନ କହି ସକଳେ ତୋଷିବ ।


ପର୍ବତ ଦେହରୁ ବର୍ଷାକାଳରେ
ବହଇ ନିର୍ଝର ଧାରା ଝର୍ଝରେ ।

ଡାମରା କାଉରେ, ଡାମରା କାଉ
ପର୍ବତେ ପର୍ବତେ ବୋବାଉଥାଉ ।