ଅ-କାର ବନା

ଅଖ ଆଇ ଈଶ ଊନ ଏକ
ରଖ ଉଇ ଆସ ଋଣ ଓଟ
କର ଚକ ଠକ ଦଶ ରସ
ଘର ଛକ ନଖ ଯଶ ଚଷ
ଖଟ ଜଳ ଡର ଧନ ସର
ଘଟ ଫଳ ଥର ମନ ଧର
ଗଛ ବଡ଼ ଢମ ଭୟ ତଟ
ପଛ ଝଡ଼ ଯମ ଲୟ ହଟ

ଅଳସ ଦଶମ ସହଜ ଶୟନ
କଳସ ଶକଟ ସରଳ ସମୟ
ଆସନ ରଜକ ସଳଖ ସରସ
ବସନ ରଜତ ସକଳ ଔରସ
ଓଜନ ଚରଣ ବୟସ ଔଷଧ
ଭଜନ ଶରଣ ପଣସ ଆଳୟ
ଭଜ ମନ । ଧନ ଜନ । ରଥ ଗଢ଼ । ଓଟ ଚଢ଼ । ଘର ପଛ । ବରଗଛ। ହଳ ଧର । ହଳ କର ।
କଟକ ନଗର । ଧବଳ ଟଗର । ଜଳ ବରଷଇ । ରଇତ ଚଷଇ ।