ଆ-କାର ବନା

କ୍   +  ଆ  କ।  ଖ୍   +  ଆ  ଖ। 
ଗା ଘା ଚା ଛା ଜା ଝା ଟା ଠା ଡା ଢା ଣା ତା ଥା ଦା
ଧା ନା ପା ଫା ବା ଭା ମା ଯା ରା ଳା ଶା ଷା ସା ହା

ଭାଇ ଚାଷ ଦୟା ଦାତା ରାଜା
ଗାଈ ବାସ ମାୟା ମାତା ମଜା
ବାଟ ବାର ସଭା ନାଶ ଭାଷା
ଘାଟ ମାସ ଶାଖା କାଶ ପାଶା
କାଉ ସାପ ବାପା ପାରା ମାଛ
ଅସନା ସାଧନା ପାଷାଣ ସମାନ ଶାସନ
ବାସନା ଭାବନା ସାହସ ସକାଳ କାରଣ
ଉପବାସ ଅବକାଶ ଐରାବତ ରାମନାଥ ନାରାୟଣ
ଉଡ଼ାଜାହାଜ
ଯାଦବ ବସଇ । ମାଧବ ହସଇ । ଚାଷ କର, ଧାନ କାଟ । ଚାଲ ଭାଇ, ଭଲ ବାଟ ।
ଉମା ଭାଇ ରାମ । ଉଷା ଭାଇ ଶ୍ଯାମ ।
ପାହାଡ଼ର ତଳ । ଭଲ ଝରଜଳ ।
ଆକାଶର ତାରା । ବରଷାର ଧାରା ।
ଘର ବାହାର ସଫା ରଖ ।

ମଠ ନକର, ସଅଳ ଉଠ ।
ମନ ଲଗାଇ ପଢ଼ ପାଠ ।