ଏ-କାର ବନା

କ୍   +   ଏ କେ  ଖ୍   +   ଏ ଖେ 
ଗେ ଘେ ଚେ ଛେ ଜେ ଝେ ଟେ ଠେ ଡେ ଢେ ଣେ ତେ ଥେ ଦେ
ଧେ ନେ ପେ ଫେ ବେ ଭେ ମେ ଯେ ରେ ଳେ ଶେ ଷେ ସେ ହେ

କେଶ ମେଷ ଲେଶ ରେଣୁ ସେବା
ବେଶ ଶେଷ ଦେଶ ବେଣୁ ସେନା
ମେଘ ରେଖା ବେଣୀ ସେତୁ ଧେନୁ
ତେଜ ଲେଖା ଶେଣୀ ହେତୁ ମେରୁ

ଆଦେଶ ବିଦେଶ କେଶବ କେଶର ଗଣେଶ
ଅଶେଷ ବିଶେଷ ସେବକ ନିଷେଧ ସୁରେଶ

ଛେଳି ଛୁଆଟିକୁ ଦେଖ । ମେଷ ଛୁଆଟିକୁ ରଖ ।
ଗାଡ଼ିରେ ଲଗାଅ ଅଖ । ପାକଲା ବେଲକୁ ଚାଖ ।
ନଡ଼ିଆ ତେଲ ଲଗାଅ । କେଶବର ଲୁଗା ମଗାଅ ।

ଖେଳା କର ହେ ପଢ଼ା ସାରି ।
ଦେଖିବ ଆସି ଶୁଆ ଶାରୀ ।
ଲେଖା ପଢ଼ାରେ ଦିଅ ମନ ।
ହେଳା ନ କରି ଶିଶୁଗଣ।

ଖାଇବା ଜିନିଷରେ ମାଛି ବସାଇ ଦିଅ ନାହିଁ ।