ଐ-କାର ବନା

କ୍   +   ଐ କୈ  ଖ୍   +   ଐ ଖୈ 

ଗୈ

ଘୈ

ଚୈ

ଛୈ

ଜୈ

ଝୈ

ଟୈ

ଠୈ

ଡୈ

ଢୈ

ଣୈ

ତୈ

ଥୈ

ଦୈ

ଧୈ

ନୈ

ପୈ

ଫୈ

ବୈ

ଭୈ

ମୈ

ଯୈ

ରୈ

ଳୈ

ଶୈ

ଷୈ

ସୈ

ହୈ


ତୈଳ ଦୈବ ଦୈସ ବୈଧ
ଶୈଳ ଶୈବ ନୈଶ ବୈର
ଶୈଶବ ସୈକତ ବୈଶାଖ ଶୈବାଳ
କୈଳାସ ସୈନିକ ଭୈରବ କୈରବ

ମଥାରେ ତୈଳ ଲଗାଅ ।


ଦୈନିକ ଖବର କାଗଜ ପଢ଼ ।
ଆଗେ ଓଡ଼ିଶାରେ ଅନେକ ଜୈନ ଥିଲେ ।
ବୈତରଣୀ କୂଳରେ ଯାଯପୁର ସହର ।

ବୈଶାଖ ମାସେ ବଡ଼ ଖରା ।
ଅତି ତପତ ହୁଏ ଧରା ।