|
ଦୀର୍ଘ ଊ-କାର ବନା |
| କ୍ | + | ଊ | = | କୂ | ;  | ଖ୍ | + | ଊ | = | ଖୂ |
|
ଗୂ |
ଘୂ |
ଚୂ |
ଛୂ |
ଜୂ |
ଝୂ |
ଟୂ |
ଠୂ |
ଡୂ |
ଢୂ |
ଣୂ |
ତୂ |
ଥୂ |
ଦୂ |
|
ଧୂ |
ନୂ |
ପୂ |
ଫୂ |
ବୂ |
ଭୂ |
ମୂ |
ଯୂ |
ରୂ |
ଳୂ |
ଶୂ |
ଷୂ |
ସୂ |
ହୂ |
| କୂପ | ଭୂତ | ମୂକ | ଯୂପ | ଶୂକର | ଭୂତଳ | କାଳକୂଟ |
| ଧୂପ | ଗୂଢ଼ | ଧୂଳି | ମୂଳ | ଆହୂତ | ଦୁକୂଳ | ନିରୂପଣ |
| ରୂପ | ମୂଢ଼ | ପୂଜା | ଶୂଳ | ନୂପୁର | ଭୂଷଣ | ଅପରୂପ |
| ଭୂପ | ଧୂମ | ଚୂଡ଼ା | ଶୂର | ମୂଷିକ | ସମୂହ | ଅନୁକୂଳ |
| ଦୂତ | ଭୂମି | ଯୂଥ | ଦୂର | ନୂତନ | ମୟୂର |
|
ଅଇଲାଣି ବିଲେଇ, ମୂଷା ଯିବ ପଳାଇ । |
|
ମୟୂର ନାଚଇ । ସପୁରି ପାଚଇ । କୂପ ଜଳ ସୁଶୀତଳ । |
|
ଦୂର ବାଟ । ନୂଆ ହାଟ । ନଦୀକୂଳ । ତରୁମୂଳ । |
|
ନୂତନ ବାଳକ ବାଳିକା । କୁମୁଦ କୁସୁମ ମାଳିକା । |
![]() |
ତୁଳୀ ଧରି ଛବି କର । ଓଟକୁ ମରୁଭୂମୀର ଜାହାଜ କୁହାଯାଏ । | ![]() |
|
|
|
|
|
|