ଯୁକ୍ତାକ୍ଷର-୪

ପ୍ + = ପ୍ତ ଗୁପ୍ତ, ସୁପ୍ତ, ଲିପ୍ତ, କ୍ଷିପ୍ତ
ପ୍ + = ପ୍ପ ପିପ୍ପଳୀ
ପ୍ + = ପ୍ସ ପ୍ସରା
ବ୍ + = ବ୍ଜ ବ୍ଜ, କୁବ୍ଜ
ବ୍ + = ବ୍ଦ ବ୍ଦ, ଶବ୍ଦ
ବ୍ + = ବ୍ଧ ଲୁବ୍ଧ, କ୍ଷୁବ୍ଧ, ଆରବ୍ଧ

 

ଳ୍ + = ଳ୍କ ଳ୍କଳ, ଶୁଳ୍କ
ଲ୍ + = ଲ୍କ ଲ୍କା
ଲ୍ + = ଲ୍ଗ ଫାଲ୍ଗୁ, ଲ୍ଗୁ
ଳ୍ + = ଳ୍ପ ଳ୍ପ, ଗଳ୍ପ, କଳ୍ପନା, ସଂକଳ୍ପ, ଜଳ୍ପନା
ଳ୍ + = ଳ୍ଫ ଗୁଳ୍ଫ
ଳ୍ + = ଳ୍ଭ ପ୍ରଗଳ୍ଭ
ଶ୍ + = ଶ୍ଚ ନିଶ୍ଚୟ, ପଶ୍ଚିମ, ପଶ୍ଚାତ୍
ଶ୍ + = ଶ୍ଛ ଶିରଶ୍ଛେଦ, ଦୁଶ୍ଛେଦ୍ୟ
ଷ୍ + = ଷ୍କ ଶୁଷ୍କ, ନିଷ୍କର, ଦୁଷ୍କ, ପରିଷ୍କା
ଷ୍ + = ଷ୍ଟ ଷ୍ଟ, କଷ୍ଟ, ଦୁଷ୍ଟ, ପୁଷ୍ଟ, ହୃଷ୍ଟ, ରୁଷ୍ଟ, ସମଷ୍ଟି
ଷ୍ + = ଷ୍ଠ ଷ୍ଠ, କନିଷ୍ଠ, ବଳିଷ୍ଠ, ଶ୍ରେଷ୍ଠ, ଗରିଷ୍ଠ, ନିଷ୍ଠୁର
ଷ୍ + = ଷ୍ଣ କୃଷ୍ଣ, ବିଷ୍ଣୁ, ସହିଷ୍ଣୁ, ବୈଷ୍ଣ
ଷ୍ + = ଷ୍ପ ପୁଷ୍ପ, ବାଷ୍ପ, ନିଷ୍ପାପ, ନିଷ୍ପୀଡ଼ନ
ଷ୍ + = ଷ୍ଫ ନିଷ୍ଫଳ, ନିଷ୍ଫେ
ସ୍ + = ସ୍କ ସ୍କର, ନମସ୍କାର, ଅୟସ୍କାନ୍ତ, ପୁରସ୍କା
ସ୍ + = ସ୍ଖ ସ୍ଖଳନ
ସ୍ + = ସ୍ତ ସ୍ତବ୍ଧ, ପ୍ରଶସ୍ତ, ଦୁସ୍ତର, ନିସ୍ତାର, ବିସ୍ତା
ସ୍ + = ସ୍ଥ ସ୍ଥାନ, ସ୍ଥିର, ସ୍ଥିତ, ସ୍ଥାବର, ଅସ୍ଥି, ସ୍ଥ
ସ୍ + = ସ୍ପ ସ୍ପର୍ଶ, ପରସ୍ପର, ଆସ୍ପ
ସ୍ + = ସ୍ଫ ସ୍ଫଟିକ, ସ୍ଫୀତ, ଆସ୍ଫାଳନ