ହ୍ରସ୍ବ ଇ-କାର ବନା

କ୍   +  ଇ  କି  ଖ୍   +  ଇ  ଖି 
ଗି ଘି ଚି ଛି ଜି ଝି ଟି ଠି ଡି ଢି ଣି ତି ଥି ଦି
ଧି ନି ପି ଫି ବି ଭି ମି ଯି ରି ଳି ଶି ଷି ସି ହି

ବିଧି ନିଧି ମତି ତିଳ ଗିରି ଦିବସ ମଳିନ ଅତିଥି ଦିଆସିଲି
ଦିବା ରବି ଗତି ରାତି ମଣି ଶିଶିର ବିଷମ ନିକଟ ଝିଟିପିଟି
ଶନି ବିଷ ଛବି ଜାତି ତରି ଉଠାଣି ବାଳିକା କଠିନ ଅଭିଳାଷ
ହିମ ଶିବ ପତି ନିଶା ଲିପି କିରଣ ମହିଷ ବଧିର ପରିହାସ
ଖଣି ପାଣି ତିଥି ଚାଷି ହରି ହରିଣ ମହିମା ବିଚାର ଇତିହାସ

ହରିଣ ନଦିଏ ଧରା ।
ଦଉଡ଼ନା ବଡ଼ ଖରା ।
ଅରଣା ମହିଷି ରହିଛି ଅନାଇ
ମହିଷିର ପାଖ ନଯାଅ ଦନାଇ

ରାତି ପାହିଲାଣି ରାବଇ କାଉ
ଉଠ ଉଠ, ମଠ ନକର ଆଉ
ବହି ଖାତା ସାଇତି ରଖ ।
ଛବି ବହି କିଣି ଆଣ ।
ଭଲ ପାଣି କର ପାନ ।