ଦୀର୍ଘ ଈ-କାର ବନା
କ୍
+
ଈ
=
କୀ
; 
ଖ୍
+
ଈ
=
ଖୀ
ଗୀ
ଘୀ
ଚୀ
ଛୀ
ଜୀ
ଝୀ
ଟୀ
ଠୀ
ଡୀ
ଢୀ
ଣୀ
ତୀ
ଥୀ
ଦୀ
ଧୀ
ନୀ
ପୀ
ଫୀ
ବୀ
ଭୀ
ମୀ
ଯୀ
ରୀ
ଳୀ
ଶୀ
ଷୀ
ସୀ
ହୀ
ଗୀତ
ବୀର
ଦୀନ
ରାଣୀ
ଧନୀ
ଶୀତ
ତୀର
ହୀନ
ବାଣୀ
ମାନୀ
ଧୀର
ପୀତ
ଗୀତା
ରୀତି
ସୀତା
ନୀର
ଭୀତ
ମୀନ
ନୀତି
ସତୀ
ଦୀପ
ନାରୀ
ପୀଡ଼ା
ବୀଣା
ନଦୀ
ବୀଜ
ଲୀଳା
ଫଣୀ
ଶଶୀ
କୀଟ
ଶରୀର
ଧୀବର
ଶୀତଳ
ଜନନୀ
ରଜନୀ
ସମୀର
ନବୀନ
ଗଭୀର
ଭଗିନୀ
ଧରଣୀ
କାହାଣୀ
ଅଧୀନ
ଜୀବନ
ରମଣୀ
ତରଣୀ
ରାଜଧାନୀ
ନୀତିବାଣୀ
ମାନନୀୟ
ରମଣୀୟ
ବିପରୀତ
ସମୀର ବହଇ ଧୀର ।
ଶୀତଳ ନଦୀର ନୀର ।
ପାଇକ ସାଜିଲା,
କାହାଳୀ ବାଜିଲା,
ହାତୀ ଆସିଲା ଚାଲି ।
ଆସ ଆସ ଭାଇ,
ଗୀତ ଗାଇ ଗାଇ,
ଯିବା ନଦୀର ବାଲି ।
ଭାଇ ଭଉଣୀ କହ କାହାଣୀ,
ଭାରତ ବାସୀ ବଡ଼ ସାହସୀ ।
ମହାନଦୀ ଓଡ଼ିଶାର ବଡ଼ ନଦୀ ।