ଦୀର୍ଘ ଊ-କାର ବନା

କ୍   +  ଊ  କୂ  ଖ୍   +  ଊ  ଖୂ 

ଗୂ

ଘୂ

ଚୂ

ଛୂ

ଜୂ

ଝୂ

ଟୂ

ଠୂ

ଡୂ

ଢୂ

ଣୂ

ତୂ

ଥୂ

ଦୂ

ଧୂ

ନୂ

ପୂ

ଫୂ

ବୂ

ଭୂ

ମୂ

ଯୂ

ରୂ

ଳୂ

ଶୂ

ଷୂ

ସୂ

ହୂ


କୂପ ଭୂତ ମୂକ ଯୂପ ଶୂକର ଭୂତଳ କାଳକୂଟ
ଧୂପ ଗୂଢ଼ ଧୂଳି ମୂଳ ଆହୂତ ଦୁକୂଳ ନିରୂପଣ
ରୂପ ମୂଢ଼ ପୂଜା ଶୂଳ ନୂପୁର ଭୂଷଣ ଅପରୂପ
ଭୂପ ଧୂମ ଚୂଡ଼ା ଶୂର ମୂଷିକ ସମୂହ ଅନୁକୂଳ
ଦୂତ ଭୂମି ଯୂଥ ଦୂର ନୂତନ ମୟୂର
ଅଇଲାଣି ବିଲେଇ, ମୂଷା ଯିବ ପଳାଇ ।
ମୟୂର ନାଚଇ । ସପୁରି ପାଚଇ । କୂପ ଜଳ ସୁଶୀତଳ ।
ଦୂର ବାଟ । ନୂଆ ହାଟ । ନଦୀକୂଳ । ତରୁମୂଳ ।
ନୂତନ ବାଳକ ବାଳିକା ।
କୁମୁଦ କୁସୁମ ମାଳିକା ।
ତୁଳୀ ଧରି ଛବି କର । ଓଟକୁ ମରୁଭୂମୀର ଜାହାଜ କୁହାଯାଏ ।