|
ଅନୁସ୍ବାର (ଂ) ଯୋଗ |
|
ଅ + ଂ = ଅଂ |
କ + ଂ = କଂ |
|
ମା + ଂ = ମାଂ |
ସି + ଂ = ସିଂ |
| ଅଂଶ | ବଂଶ | ହଂସ |
| କଂସ | ସିଂହ | ମାଂସ |
| ହିଂସା | ଅଂଶୁ | ବଂଶୀ |
| ଅଂଶୀ | ବିଂଶତି | ସଂସାର |
| ସଂଶୟ | ମୀମାଂସା | କିଂଶୁକ |
| ସଂଯୋଗ | ସଂସଦ | ଦଂଶନ |
|
ସିଂହ ପଶୁରାଜ ଅଟେ । ହଂସ ଜଳରେ ସଂତରଣ କରେ । ଜୀବହିଂସା ନକର । |
|
ସିଂହ ବୁଲଇ ଘୋର ବନେ । ନାଶଇ ବହୁ ଜୀବଗଣେ । |
![]() |
![]() |
ବଂଶୀ ବାଜୁଛି ନଦୀତୀରେ । ହଂସ ଖେଳୁଛି ନଦୀନୀରେ । |
|
|
|
|
|
|