|
ଚନ୍ଦ୍ରବିନ୍ଦୁ (ଁ) ଯୋଗ |
|
ଉ + ଁ = ଉଁ |
ଗା + ଁ = ଗାଁ |
|
କ + ଁ = କଁ |
ବା + ଁ = ବାଁ |
| ପାଉଁଶ | ଚଅଁର | କାହିଁ | କଅଁଳା |
| ଭଉଁରୀ | ଚଉଁରୀ | ନାହିଁ | ଯାଆଁଳା |
|
ଅଁଳା ଫଳ କଷା ଲାଗେ । |
|
ପାଉଁଶ ତଳେ ନିଆଁ ଅଛି। |
|
ଲବ କୁଶ ଦୁହେଁ ଯାଆଁଳା ଭାଇ
ସାନ ବଡ ବାରି ହୁଅଇ ନାହିଁ । |
![]() |
|
ଚକା ଚକା ଭଉଁରୀ ମାମୁଁ ଘର ଚଉଁରୀ । |
|
|
|
|
|
|