ବିସର୍ଗ (ଃ) ଯୋଗ


ଆ ଃ ଆଃ

କ ଃ କଃ

ନି ଃ ନିଃ

ଦୁ ଃ ଦୁଃ


ଦୁଃଖୀ ଦୁଃଖିତ ଦୁଃଖ
ନିଃଶେଷ ଦୁଃସମୟ ଦୁଃସାହସ
ନିଃସଂଶୟ ନିଃସହାୟ
ସୁଃଖ ପରେ ଦୁଃଖ, ଦୁଃଖ ପରେ ସୁଃଖ, ଲାଗିଛି ସଦା ସଂସାରେ ।