ଳ-ଫଳା , ଲ-ଫଳା

କ୍   +  ଳ  କ୍ଳ  ଖ୍   +  ଳ  ଖ୍ଳ 

ଗ୍ଳ

ଘ୍ଳ

ପ୍ଳ

ବ୍ଳ

ମ୍ଳ

ସ୍ଳ

ଶ୍ଳ

ଷ୍ଳ

ଲ୍ଲ

ହ୍ଲ


କ୍ଳେଶ ଅମ୍ଳ କ୍ଳୀବ ପଲ୍ଲବ ଶୁକ୍ଳ
ମ୍ଳାନ ଶ୍ଳୋକ ଗ୍ଳାନି ବଲ୍ଲଭ ଶ୍ଳେଷ
ଉଲ୍ଲାସ କଲ୍ଲୋଳ ପ୍ଳାବନ ଶ୍ଳାଘା ଅଶ୍ଳୀଳ

ବ୍ୟାଘ୍ର ପରି ଭଲ୍ଲୁକ ମଧ୍ୟ ହିଂସ୍ର ଅଟେ ।
ଭଲ୍ଲୁକ ଅରଣ୍ୟରେ ଥାଏ ।

କାହାରିକୁ କ୍ଳେଶ ନଦିଅ କେବେ,

ସଂସାରେ ପ୍ରଶଂସା ଲଭିବ ତେବେ ।


ପ୍ରହ୍ଲାଦ ଆହ୍ଲାଦେ ଗାଉଛି ଗୀତ,

ମୁଁ ଗାଇବି ମିଶି ତା ସହିତ ।