ୱ/ବ-ଫଳା


କ୍   +  ୱ/ବ  କ୍ବ  ଖ୍   +  ୱ/ବ  ଖ୍ବ 

ଗ୍ବ

ଘ୍ବ

ଚ୍ବ

ଛ୍ବ

ଜ୍ବ

ଝ୍ବ

ଟ୍ବ

ଠ୍ବ

ଡ୍ବ

ଢ୍ବ

ତ୍ବ

ଥ୍ବ

ଦ୍ବ

ଧ୍ବ

ନ୍ବ

ପ୍ବ

ଫ୍ବ

ଭ୍ବ

ମ୍ବ

ଯ୍ବ

ଲ୍ବ

ଶ୍ବ

ଷ୍ବ

ସ୍ବ

ହ୍ବ


ଜ୍ବର ଶ୍ବତ ଧ୍ବନି ପକ୍ବ ସ୍ବାମୀ
ଜ୍ବାଳା ବିଶ୍ବ ଧ୍ବଂସ ବିଲ୍ବ ସ୍ବାଦ
ଦ୍ବିଜ ଦ୍ବେଷ ସାଧ୍ବୀ ଦ୍ବୀପ ପୃଥ୍ବୀ
ଜିହ୍ବା ଶ୍ବାସ ସ୍ବର ତ୍ବରା ବିମ୍ବ
ସ୍ବଭାବ ଉଦ୍ବେଗ ଈଶ୍ବର ନିଶ୍ବାସ ସମ୍ବଳ
ଗହ୍ବର ବିହ୍ବଳ ରାଜତ୍ବ ଆଶ୍ବିନ ପଲ୍ଲୋଳ
ଆହ୍ବାନ ତେଜସ୍ବୀ ତପସ୍ବୀ ସତ୍ବର ଅନ୍ବେଷଣ

ଜଣେ ଲୋକ ଗୋଟିଏ ଅଶ୍ବକୁ ଧରିଅଛି ।

ଅଶ୍ବ ଚଢ଼ିବା ଶିଖ ।


ଦ୍ବାର ଦ୍ବାର ବୁଲି ମାଗଇ ଦୁଃଖୀ
ଭିକ ପାଇଲେ ସେ ହୁଅଇ ସୁଖୀ ।


ଆମ୍ବ ବଉଳଇ ଫଗୁଣ ମାସେ,
ଦିଗ ଚହଟଇ ତାର ସୁବାସେ ।